ତେଲେଙ୍ଗାନା ପାଇଁ କଂଗ୍ରେସର ସ୍କ୍ରିନିଙ୍ଗ କମିଟିର ଗଠନ: ଭକ୍ତ ଚରଣ ଦାସ ଅଧ୍ୟକ୍ଷ

ନୂଆ ଦିଲ୍ଲୀ ୧୪-୯ (ଓଡ଼ିଆ ପୁଅ) ତେଲେଙ୍ଗାନା ବିଧାନ ସଭା ଭାଙ୍ଗିବା ପରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ କଙ୍ଗ୍ରେସର କଂଗ୍ରେସର ସ୍କ୍ରିନିଙ୍ଗ କମିଟିର ଗଠନ କରିଛନ୍ତି କଙ୍ଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଏହି କମିଟିରେ ପୂର୍ବତନ ମନ୍ତ୍ରୀ ତଥା ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସ ଅଧ୍ୟକ୍ଷ ରୂପେ ନିଯୁକ୍ତି ମିଳିଥିବା ବେଳେ ଜ୍ୟୋତିମଣୀ ସେନମଲାଇ ଏବଂ ଶର୍ମିଷ୍ଠା ମୁଖାର୍ଜୀ ସଦସ୍ୟ ଅଛନ୍ତି।

Leave a Reply

Your email address will not be published. Required fields are marked *