ତୁରୁମୁଙ୍ଗା ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

ତୁରୁମୁଙ୍ଗା ୧୮-୮ (ଓଡ଼ିଆ ପୁଅ/ସନ୍ତୋଷ ପତି) ଉଭୟ କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର ସୀମାରେ ଥିବା ତୁରୁମୁଙ୍ଗା ଥାନାରେ ନୂତନ ଥାନା ଅଧିକାରୀ ଭାବେ ବିଜୟ କୃଷ୍ଣ ମହାପାତ୍ର ଯୋଗଦାନ କରିଛନ୍ତି। ପୂର୍ବରୁ ସେ କଟକ ଜି.ଆର.ପି ରେ କାର୍ଯ୍ୟ କରୁଥିଲେ। ତୁରୁମୁଙ୍ଗା ଥାନା ଅଧିକାରୀ ସତ୍ୟଜିତ ଦାଶଙ୍କ ମୟୁରଭଞ୍ଜ ଜିଲ୍ଲାକୁ ବଦଳି ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *