ଜଗତସିଂହପୁର

ତିର୍ତ୍ତୋଲର ବିଭିନ୍ନ ସ୍ଥାନର ବ୍ରହ୍ମକମଳ

ତିର୍ତ୍ତୋଲ ୪/୧୧- (ଓଡଡ଼ିଆ ପୁଅ/ଟୁକନ ସେଠୀ) ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତୁଳଙ୍ଗ ପଂଚାୟତର ଅରୋଡେଇ ଗ୍ରାମର କୃଷ୍ଣଚନ୍ଦ୍ର ସ୍ୱାଇଁ, ଗରାମ ପଂଚାୟତର ପୋଇଓ ଗ୍ରାମର ରବିନ୍ଦ୍ର ନାୟକ, କୋଷ୍ଠିମଲ୍ଲିକାପୁର ପଂଚାୟତର ଭଟଗାଁର ଈଶ୍ୱର ଚନ୍ଦ୍ର ଖୁଣ୍ଟିଆଙ୍କ ବାରିରେ ବ୍ରହ୍ମକମଳ ଫୁଟିଥିବା ଦେଖିବାକୁ ମିଳିଥିଲା। ଏହି ଫୁଲ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top