ଜିଲ୍ଲା ପରିକ୍ରମା

ତିନି ବାଲି ବୋଝେଇ ଟ୍ରାକ୍ଟର ଜବତ

ବାରିପଦା ୪ -୧୧ (ଓଡିଆ ପୁଅ/ସନ୍ତୋଷ  ବରଜ) ବାରିପଦା ସହରରେ ଦିନକୁ ଦିନ ବୃଦ୍ଧି ପାଉଥିବା ଚୋରା ବାଲି ,ପଥର ଚାଲାଣ ରୋକିବା ପାଇଁ ବାରିପଦା ତହସିଲଦାର ଅନୁପମା ଘୋଷ ଗତ କିଛିଦିନ ହେବ ଦୃଢ କଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।ଏହି ପ୍ରରିପେକ୍ଷିରେ ଆଜି ସକାଳୁ ଅଚାନକ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ତିନଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରିବା ସହ ସେ ଗୁଡିକୁ ଥାନା କୁ ହସ୍ତାନ୍ତର କରିଛନ୍ତି। ଅପର ପକ୍ଷେ ଟ୍ରାକ୍ଟର ରେ ବାଲି ଚାଲାଣ ସମ୍ବୋଧିୟ ଉପଯୁକ୍ତ କାଗଜପତ୍ର ଥାଇ ମଧ୍ୟ ମୋଟ ଅଙ୍କର ଫାଇନ କରାଯାଉଥିବା ର ଅଭିଯୋଗ କରିଛନ୍ତି ଟ୍ରାକ୍ଟର ମାଲିକ ମାନେ ।ଜବତ ହୋଇଥିବା ଟ୍ରାକ୍ଟର ଗୁଡିକ ହେଉଛି ଓଡ଼ି ୧୧ ଏଚ ୬୦୯ ,ଓଡ଼ି ୧୧ ପି ୬୧୬୩ ଓ ଓଡ଼ି ୧୧ ପି ୫୬୫୫ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top