ତିନିମୁହାଁଣି ଶ୍ରୀରାମ ମନ୍ଦିରରୁ ସୁନାଚେନ ଚୋରୀ,ଜଣେ ଥାନାରେ ଅଟକ

କେନ୍ଦ୍ରାପଡା ୨୫/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ) – ଶ୍ରୀରାମ ନବମୀ ଅବସରରେ ଆଜି ତିନିମୁହାଁଣିସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ପ୍ରବଳ ଭିଡର ସୁଯୋଗ ନେଇ ଗୁଲନଗର ଗ୍ରାମର ସ୍ୱର୍ଣ୍ଣଲତା ଦାସ ନାମ୍ନି ଜଣେ ମହିଳାଙ୍କ ବେକରୁ ଏକ ସୁନା ଚେନ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । କେନ୍ଦ୍ରାପଡା ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଯାରି ରଖିଥିବା ବେଳେ ଜଣେ ମହିଳାଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ଥାନା ସୂତ୍ରରୁ ଜଣାପଡିଛି ।

Leave a Reply

Your email address will not be published. Required fields are marked *