ଓଡ଼ିଶା

ତିତିଲ ମୃତ୍ୟୁ ସଂଖ୍ୟା ଧିରେଧିରେ ବୃଦ୍ଧି ପାଇ ୭୭ରେ ପହଞ୍ଚିଲା

ଭୁବନେଶ୍ୱର-୨୪/୧୦ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) – ନିକଟରେ ରାଜ୍ୟ ସୃଷ୍ଟି ହୋଇଯାଇଥିବା ତିତିଲ ବାତ୍ୟା ଓ ପରେ ବନ୍ୟାରେ ରାଜ୍ୟରେ ପ୍ରଭାବିତ ହୋଇଥିବା ଲୋକମାନଙ୍କର ବୃଧି ପାଇବା ଦେଖାଯାଇଛି। ବର୍ତ୍ତମାନ ସୁଧା ୭୭ ଜଣ ତିତିଲ ପ୍ରଭାବରେ ମୃତ୍ୟୁ ବରଣ କରିଥିବା ଖବର ମିଳିଛି। ତିତିଲ ମୃତ୍ୟୁ ଘଟଣାରେ ରାଜ୍ୟ ଯୁଗ୍ମ ରିଲିଫ କମିସନର ପ୍ରଭାତ ମହାପାତ୍ର ୫୮ଜଣଙ୍କର ତାଲିକା ହସ୍ତଗତ ହୋଇଥିବା ବେଳେ ୧୫ଜରଙ୍କର ଯାଞ୍ଚ ଚାଲିଥିବା ସୂଚନା ଦେଇଛନ୍ତି। ଏହାକୁ ଅନୁସନ୍ଧାନ ପାଇଁ କେନ୍ଦୀୟ ଟିମ ଆସୁଥିବାବେଳେ ଆଜି ଗଜପତି ଗ୍ରସ୍ତରେ ଏସଆରସିଙ୍କ ସହ ଏକ ୪ଜଣିଆ ଟିମ ଗ୍ରସ୍ତ କରିଥିବା ସୂଚନା ମିଳିଚି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top