ଜିଲ୍ଲା ପରିକ୍ରମା

ତାଳୁକ ସ୍ତରୀୟ ଆଇନ ସଚେତନତା ଶିବିର

ଖଡିଆଳ/ନୂଆପଡା-୩୦.୦୭.୧୮(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ):-ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ ରାମନାଥ ଉଚ୍ଚ ବିଦ୍ୟାପୀଠ ପରିସରରେ ତାଲୁକ ସ୍ତରୀୟ ଆଇନ ସହାୟତା ପ୍ରାଧିକରଣ ତରଫରୁ ବାଳ ଅପରାଧ ଆଇନ ଓ ଶିକ୍ଷାଗତ ଆଇନ ବିଷୟରେ ଏକ ତାଲୁକ ସ୍ତରୀୟ ଆଇନ ସହାୟତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଟିଏଲଏସଟି ସମିତିର ଅଧ୍ୟକ୍ଷ ସଂଘମିତ୍ରା ଦାଶ ଅଧ୍ୟକ୍ଷତା କରିଥିବା ବେଲେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରଦ୍ଦାଜଂଳୀ ମାଣ୍ଡୋଠିଆ ବାଳ ଅପରାଧ ଆଇନ ବିଷୟରେ ଛାତ୍ରଛାତ୍ରୀ ସମେତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଅବଗତ କରାଇଥିଲେ। ବରିଷ୍ଠ ଆଇନଜିବୀ ଆଇନଜୀବୀ ମନରଜଂନ ରାଉତ ଶୀକ୍ଷା ଅଧିକାର ଆଇନ ଉପରେ ଆଲୋକପାତ କରିଥିବା ବେଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଂଜୀବ କୁମାର ଠାକୁର, ସହକାରୀ ଶିକ୍ଷକ ସନତ ମୁଣ୍ଡ, ରାଜକପୁର ବାରିକ,, ଫକିର ମୋହନ ଦାଶ, ବିରେନ୍ଦ୍ର ନନ୍ଦ, , ଦୀନନାଥ ସାହୁ, ହୀରାଲାଲ ରଣା, ଗୋପାଳ ଯୋଷୀ, କମଳାକାନ୍ତନ ଚଳାନ ସମେତ ଲିଙ୍ଗରାଜ ବେହେରା, ଶୁରେଶ ମାଝୀ ସମେତ ୧୩୫ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top