ଗଞ୍ଜାମ

ତାରା ତାରିଣୀ ଛକରୁ ଚୋରି

ପୁରୁଷୋତ୍ତମପୁର, ୨୬/୫(ଓଡ଼ିଆ ପୁଅ/ସୁଦାମମହାରଣା) ସ୍ଥାନୀୟ ଥାନା ଅନ୍ତର୍ଗତ ତାରାତାରିଣୀ ମନ୍ଦିର ନିକଟସ୍ଥ ବିଶ୍ବନାଥ ନାହାକ ଙ୍କ ଘରୁ ଚୋରି ହୋଇ ଥିବା ଆଜି ଥାନାରେ ଅଭିଯୋଗ କରିଛନ୍ତି।କିଛି ଦିନର ନିରବତା ପରେ ପୁଣି ଚୋର ଦଳ ସକ୍ରିୟ ହୋଇ ଉଠିଛନ୍ତି ଏହି ଥାନା ଇଲାକାରେ।ସୂଚନା ଅନୁସାରେ, ବିଶ୍ବନାଥ ଙ୍କ ର ବାରି କବାଟଗ୍ରିଲ୍ ଭାଙ୍ଗି ଚୋର ଆଲମିରା ମଧ୍ୟଚାବି ଭାଙ୍ଗି ନଗଦ ୮୦ହଜାରଟଙ୍କା, ସୁନା ହାର, ମଙ୍ଗଳ ସୂତ୍ର ଅନ୍ୟ ଏକ ଆଲାମିରା ରୁ ୪0ହଜାର ନାନୁ ଅନ୍ୟାନ୍ୟ ସୁନା ଅଳଙ୍କାର ଚୋରି ହୋଇ ଥିବା ଅଭିଯୋଗ କରିଛନ୍ତି। ଏହାନେଇ ଥାନା କେଶ ନମ୍ବର ୧୨୦/୧୮ରେ ଭାରତୀୟ ପିଙ୍ଗଳ ଧାରା ୪୫୭, ୩୮୦ ମାମଲା ରେ ରୁଜୁ କରି ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ ଅଜୟକୁମାର ବାରିକ ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top