ଓଡ଼ିଶା

ତାଜଖବର: ନୂଆପଡା -ଏସଡିଜେଏମ କୋର୍ଟ ପରିସରରୁ ମାଓବାଦୀ ଫେରାର, ସାତ ପୋଲିସ କର୍ମଚାରୀ ନିଲମ୍ବିତ

ନୂଆପଡା-୧୭/୯-(ଓଡିଆ ପୁଅ/ ନନ୍ଦିଘୋଶ ଖମାରୀ)-ଗତ ମେ ୩୦ ତାରିଖରେ ବଲାଙ୍ଗୀର ସୀମାନ୍ତ ଅଞ୍ଚଳରୁ ଗିରଫ ହୋଇଥିବା ଦୁର୍ଦାନ୍ତ ମାଓ କ୍ୟାଡର ମନୋଜ ମାଡକାମୀ ନୂଆପଡା ଏସଡିଜେଏମ କୋର୍ଟ ପରିସରରୁ ପୁଲିସକୁ ଚକମା ଦେଇ ଫେରାର ମାରିଛି।ହସ୍ତଗତ ହୋଇଥିବା ଖବର ଅନୁସାରେ ମାଓବାଦୀ ମନୋଜ ମାଡକାମୀ ବରଗଡ- ବଲାଙ୍ଗୀର ଓ ମହାସମୁନ୍ଦ ଡିଭିଜନର କ୍ୟାଡର ମାଓବାଦୀ ଭାବେ କାର୍ଯ୍ୟ କରୁଥିଲା। ଆଜି ଏସଡିଜେଏମ କୋର୍ଟରେ ହାଜର କରିବାକୁ ଅଣାଯାଥିବା ବେଳେ କୋଟ ପରିସରରେ ପୁଲିସକୁ ଚକମା ଦେଇ ପାଚେରୀ ଡେଇଁ ମାଓବାଦୀ ଫେରାର ମାରିଛି।ଫଳରେ ଏହି ଫେରାର ଘଟଣାକୁ ନେଇ ନୂଆପଡା ଏସ.ପି ୭ ପୁଲିସ ର୍କମଚାରୀଙ୍କୁ ନିଲମ୍ବିତ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top