ଓଡ଼ିଶା

ତାଜା ଖବର: ନୂଆପଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଦଶ ମୃତ

ନୂଆପଡା-୧୭/୧୦-(ନନ୍ଦିଘୋଶ ଖମାରୀ)-ନୂଆପଡା ସ୍ଥିତ କଲ୍ୟାଣ ପେଟ୍ରୋଲ ଟ୍ୟାଙ୍କ ନିକଟରେ ଆଜି ରାତ୍ରୀ ୨ ଟା ବେଳେ ଏକ ଟ୍ରକ ଓ ବୋଲେରୋ ମୁହାମୁହି ହୋଇଁ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଆମକୁ ମିଲିଥିବା ସୂଚନା ଅନୁସାରେ ବୋଲେରୋ ଗାଡିରେ ଛତିଶଗଡ ରାଜ୍ୟର ସାକାରା ଅଞ୍ଚଳରୁ ନୂଆପଡା ଜିଲ୍ଲା କୋମନା ସ୍ଥିତ ମାଁ ବୈଷ୍ଣୋଦେବୀଙ୍କୁ ଦର୍ଶନ କରି ଫେରୁଥିବା ସମୟରେ ନୂଆପଡା କଲ୍ୟାଣ ପେଟ୍ରୋଲ ଟ୍ୟାଙ୍କ ନିକଟରେ ଖରିଆରରୋଡ ପଟରୁ ଆସୁଥିବା ଏକ ଟ୍ରକ ସହିତ ମୁହାମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ବୋଲେରୋ ମଧ୍ୟରେ ଥିବା ୧୦ ଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି। ନୂଆପଡା ପୋଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଅଧିକ ସୂଚନା ପାଇଁ ଅପେକ୍ଷା କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top