ତାଜା ଖବର: ଗୁଜରାତର ହଂଜିୟାସରରେ ଭୂମିକମ୍ପର ଝଟକା, ଘରୁ ବାହରିଲେ ଲୋକେ

ଭୂମିକମ୍ପରେ କୌଣସି କ୍ଷତିର ଖବର ନାହିଁ

ନୂଆଦିଲ୍ଲୀ ୨୯-୩ (ଓଡ଼ିଆ ପୁଅ) ଗୁଜରାତର ହଂଜିଯାସରରେ ଗୁରୁବାରoଦିନ ସକାଳ ପ୍ରାୟତଃ ୪ଟା ସମୟରେ ଭୂମିକମ୍ପର ଝଟକା ଅନୁଭବ କରାଯାଇଛି। ଭୂମିକମ୍ପର ତୀବ୍ରତା 4.6 ରିକ୍ଟର ସ୍କେଲ ରହିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଭୂମିକମ୍ପ ଯୋଗୁଁ କୌଣସି କ୍ଷତିର ଖବର ଆସିନାହିଁ। ଭୂମିକମ୍ପ ଝଟକା ଯୋଗୁଁ କୋଠାବାଡ଼ି ହଲିବାରେ ଲାଗିଥିଲା ଏବଂ ଲୋକମାନେ ନିଜ ଘରୁ ବାହରକୁ ଆସିଯାଇଥିଲେ।

Leave a Reply

Your email address will not be published. Required fields are marked *