ଢେଙ୍କାନାଳ ଭୁବନ ଥାନା ମାଳୁଆଗୁଡ଼ା ଗାଁରେ ଅଗ୍ନିକାଣ୍ଡ

ଢେଙ୍କାନାଳ ୭-୩ (ଓଡ଼ିଆ ପୁଅ) ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ମାଳୁଆଗୁଡ଼ା ଗାଁରେ ଅଗ୍ନିକାଣ୍ଡ ଘଟିଛି ଏହି ଅଗ୍ନିକାଣ୍ଡରେ, ୧୪ଟି ପରିବାରର ୨୦ଟିରୁ ଅଧିକ ବଖରା ଘର ଭସ୍ମୀଭୂତ ହୋଇଥିବାର ଖବର ମିଳିଛି। ଅଗ୍ନିକାଣ୍ଡ କାରଣ ଜଣାପଡ଼ିନାହିଁ, ସେଠାରେ ୨ଟି ଦମକଳ ଗାଡ଼ି ପହଁଚି ନିଆଁକୁ ଆୟତ୍ତ କରୁଛନ୍ତି।(ପ୍ରତିକାତ୍ମକ ଫଟୋ)

Leave a Reply

Your email address will not be published. Required fields are marked *