ad
ଓଡ଼ିଶା

ଡ୍ରାଇଭିଙ୍ଗ ଲାଇସେଂସ ଏବେ ମିଳିବ ରାସନ ଦୋକାନରେ!

ନୂଆଦିଲ୍ଲୀ ୭-୩ (ଓଡ଼ିଆ ପୁଅ) ଆପଣଙ୍କୁ ଡ୍ରାଇଵିଂଗ ଲାଇସେନ୍ସ ବନାଇବା ପାଇଁ ଆଉ ଆରଟିଓ ଅ।ଫିସର ଚକ୍କର କାଟିକାକୁ ପଡ଼ୁବନାହିଁ। ଏହି ନୂଆ ସୁବିଧା ଏବେ ଡିଏଲ ବନଇବା ପାଇଁ ବହୁତ ସହଜ ହେବ।
ସରକାରୀ ରାସନ ଦୋକାନରେ ଜନସୁବିଧା କେନ୍ଦ୍ର ଖୋଲା ଯାଉଛି। ଯେଉଁଥିରେ ଲୋକ ଡ୍ରାଇଭିଙ୍ଗ ଲାଇସେନ୍ସ, ଆୟ, ଜାତି ଅନ୍ୟ ପ୍ରମାଣ ପତ୍ର ବନା।ାଇ ପାରିବ। ଉତ୍ତରାଖଣ୍ଡ ବାଗେଶ୍ଵରରେ ପ୍ରଥମ ଚରଣରେ ୫୦ଟି ଦୋକାନକୁ ଏଥିପାଇଁ ଚୟନ କରାଯାଇଛି। ତା’ ପରେ ଗ୍ରାମୀଣ କ୍ଷେତ୍ରରେ ଲୋକମାନଙ୍କୁ ବିଭିନ୍ନ ପ୍ରକାରର ପ୍ରମାଣ ପତ୍ର ବନାଇବା ପାଇଁ ଅଧିକାରୀମାନଙ୍କର ଚକ୍କର କାଟିବାକୁ ପଡ଼ିବ ନାହିଁ।

ଏହି ଦୋକାନରେ ଆଧାର କାର୍ଡ ପଞ୍ଜୀକରଣ, ମତଦାତା ପରିଚୟ ପତ୍ର, ଆୟ ବା ଜାତି ପ୍ରମାଣ ପତ୍ର, ରୋଜଗାର ପଞ୍ଜୀକରଣ ଆଦି କରାଯିବ। ଏଥିପାଇଁ କିଛି ଫିସ ନିଆଯିବ। ଡ୍ରାଇଭିଙ୍ଗ ଲାଇସେନ୍ସକୁ ମଧ୍ୟ ଜନସୁବିଧା କେନ୍ଦ୍ର ସହିତ ଶୀଘ୍ର ଯୋଡ଼ାଯିବ।

ଯୋଜନାର ପ୍ରଥମ ଚରଣରେ ୫୦ଟି ଦୋକାନକୁ ଲାପଟ।ପ ଏବଂ ପ୍ରିଂଟର ଦିଆ ଯାଇଛି। ଏହା ପରେ ଅନ୍ୟ ଦୋକାନକୁ ମଧ୍ୟ ଏହି ଯୋଜନାରେ ଯୋଡ଼ାଯିବ। ପ୍ରଥମ ଚରଣରେ ସମସ୍ତ ଦୁକାନଦାଙ୍କୁ ଅ।ନଲାଇନ କାର୍ଯ୍ୟଗୁଡ଼ିକ ପାଇଁ ପ୍ରଶିକ୍ଷିତ କରାଯିବ। ଏଥିପାଇଁ ଶିକ୍ଷିତ ଲୋକମାନଙ୍କୁ ପ୍ରାଧାନ୍ୟତା ଦିଆଯାଉଛି।

ଡିଏସଓ (ବାଗେଶ୍ଵର) ଜସବନ୍ତ ସିଂହ କଣ୍ଡାରୀ ଗଣମାଧ୍ୟମକୁ କହିଛନ୍ତି ଯେ, ସରକାରୀ ସମସ୍ତ ରାସନ ଦୁକାନରେ ଜନସୁବିଧା କେନ୍ଦ୍ର ଖୋଲିବାକୁ ଯାଉଛି। ଏଥିପାଇଁ ୫୦ ଦୋକାନକୁ ନିଶୁଲ୍କ ଲାପଟ।ପ ଏବଂ ପ୍ରିଣ୍ଟର ବିତରିତ କରାଯାଇଛି। ପରେ ସମସ୍ତ କ୍ଷେତ୍ରରେ ଯୋଜନାର ଲାଭ ଦିଆଯିବ।
ଶୁଲ୍କ କେତେ ହେବ
ଆଧାର ପଂଜୀକରଣ – କୌଣସି ଶୁଲ୍କ ନାହିଁ
ବାଯୋମେଟ୍ରିକ ଅପଡେଟ – ୧୫ ଟଙ୍କା
ଇ ଆଧାର ପ୍ରିଣ୍ଟିଙ୍ଗ – ୧୦ ଟଙ୍କା
ଆୟ ଏବଂ ଜାତି ପ୍ରମାଣପତ୍ର – ୩୦ ଟଙ୍କା

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top