ଜିଲ୍ଲା ପରିକ୍ରମା

ଟ୍ରେନ ଧକ୍କାରେ ବୃଦ୍ଧ ଗୁରୁତର

ବାରିପଦା ୯-୭ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ଆଜି ସକାଳ ସମୟର ଘଟଣା, ବାଦାମ ପାହାଡ ଟ୍ରେନ ଲାଇନରେ ଘଟିଛି ଏଭଳି ଘଟଣା, କୁସୁମୀ ବ୍ଲକର ଭାଦୁସାହି ଗାଆଁର ଗଙ୍ଗା ପାତ୍ର ଜଣେ ଶୁଣି ପାରୁନଥିବା ବୁଦ୍ଧ ଜଣକ ଟ୍ରେନ ଆସୁଥିବାର ଶବ୍ଦ ନ ଶୁଣି ପାରି ଟ୍ରେନରେ ପିଟି ହୋଇଥିଲା। ରେଳବାଇ କର୍ମଚାରୀ ଏହାକୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତର ଖାନାରେ ଚିକିତ୍ସା ପାଇଁ ପଠାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top