ଛବିରେ ଖବର

ଟିଭି ଅଭିନେତ୍ରୀ ପ୍ରିୟଙ୍କା ଫାଶୀ ଲଗାଇ ଆତ୍ମହତ୍ୟା କଲେ

ନୂଆଦିଲ୍ଲୀ ୧୮-୭ (ଓଡ଼ିଆ ପୁଅ) ସ‍ିନେମା ଜଗତରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଖରାପ ଖବର ଶୁଣିବାକୁ ମ‍ିଳୁଛି। ଅଭ‍ିନେତ୍ରୀ ରୀତା ଭାଦୁଡ଼ୀଙ୍କ ପରେ ତାମ‍ିଲ ଅଭିନେତ୍ରୀ ପ୍ରିୟଙ୍କା ମଧ୍ୟ ପରଲୋକ ଗମନ କରିଛନ୍ତି। ଅଭିନତ୍ରୀ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି।

ପ୍ରିୟଙ୍କା ଚେନ୍ନେଇର Valasaravakkam ସ୍ଥିତ ନିଜର ଘରେ ସୁଇସାଇଡ କରିଛନ୍ତି। ଘଟଣାର ସୂଚନା ତେବେ ମିଳିଲା ଯେତେବେଳେ ତାଙ୍କ ମେଡ ଘରେ ପହଁଞ୍ଚି ଥିଲା ଏବଂ ଅଭିନତ୍ରୀ ଫାଶୀରେ ଝୁଲିଥିବାର ଦେଖିଥିଲେ। ଇଣ୍ଡିଆ ଟୁଡେ ମୁତାବ‍କ, ପର‍ିବାରର କିଛି ସମସ୍ୟା ଯୋଗୁଁ ଅଭ‍ିନେତ୍ରୀ ଆତ୍ମହତ୍ୟା ପଦକ୍ଷେପ ଉଠାଇଛନ୍ତି। ପ୍ରିୟଙ୍କାଙ୍କର ବହୁତ ସମୟ ପୂର୍ବରୁ ବିବାହ ହୋଇଥିଲା କିନ୍ତୁ ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ସନ୍ତାନ ହୋଇନଥିଲା।

ଘଟଣା ପରେ ପ୍ରିୟଙ୍କାଙ୍କର ଶବକୁ ପୋଷ୍ଟମୋର୍ଟମ ପାଇଁ ପଠାଇ ଦିଆଯାଇଛି ଏବଂ ଜାଞ୍ଚ ଆରମ୍ଭ କରିଛି ପୋଲିସ୍। ଏ ପର୍ଯ୍ୟନ୍ତ ଘଟଣା ସ୍ଥଳରୁ କୌଣସି ସୁଇସାଇଡ ନୋଟ ମିଳିନାହିଁ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top