ଓଡ଼ିଶା

ଟିଡିପିର ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କର ହତ୍ୟା: ମାଓବାଦୀ ଗୁଳି କରି ହତ୍ୟାକଲେ

ନ୍ୟୁଜ ଏଜେନ୍ସୀ ANI ମୁତାବକ ମାଓବାଦୀମାନେ ବିଶାଖାପାଟନମ ଜିଲ୍ଲାର ଅରାଖୁ ଘାଟୀରେ ଦୁଇଜଣ ନେତାଙ୍କୁ ଗୁଳଇକରି ହତ୍ୟା କରିଛନ୍ତି। ବିଧାୟକ ସର୍ବେଶ୍ଵର ରାଓ ୱାଇଏସଆରସିପିରୁ ଅଲଗା ହୋଇକରି ଟିଡିପିରେ ସାମିଲ ହୋଇଥିଲେ।

ବିଶାଖାପାଟନାମ ୨୩-୯ (ଓଡ଼ିଆ ପୁଅ) : ଆନ୍ଧ୍ର ପ୍ରଦେଶରେ ମାଓବାଦୀମାନେ ତେଲଗୁ ଦେଶମ ପାର୍ଟୀ (ଟିଡିପି) ର ବିଧାୟକ ଏବଂ ପୂର୍ବ ବିଧାୟକଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ନ୍ୟୁଜ ଏଜେନ୍ସୀ ANI ମୁତାବକ ମାଓବାଦୀମାନେ ବିଶାଖାପାଟନମ ଜିଲ୍ଲାର ଅରାକୂ ଘାଟୀରେ ଦୁଇ ନେତା ବିଧାୟକ ସର୍ବେଶ୍ଵର ରାଓ ୱାଇଏସଆରସିପିରୁ ଅଲଗା ହୋଇକରି ଟିଡିପିରେ ସାମିଲ ହୋଇଥିଲେ। ଅନ୍ୟ ନେତା ହେଉଛନ୍ତି ଶ୍ରୀବେରୀ ସୋମା ପୂର୍ବଚନ ବିଧାୟକ। ଦୁଇଜଣ ନେତାମାନଙ୍କୁ ଗୁଳି ଲାଗିବାରୁ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଛି।

ପୁଲିସ ଅନୁସାରେ ମାଓବାଦୀମାନେ ଅନେକ ଥର ତାଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇଥିଲେ। ପୁଲିସ ମର ଶରୀରକୁ ପୋଷ୍ଟମୋର୍ଟମ କରିବା ପାଇଁ ପଠାଇଛି। କୁହାଯାଉଛିଯେ, ମାଓବାଦୀମାନେ ପର୍ସନାଲ ଆସିଷ୍ଟାଣ୍ଟ ଙ୍କର ମଧ୍ୟ ହତ୍ୟା କରିଥିଲେ। ବିସ୍ତୃତ ଖବର କିଛିସମୟ ପରେ ….

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top