ଟିଟିଲାଗଡ ଉପଖଣ୍ଡ ଡାକ କର୍ମଚାରୀଙ୍କ ଧାରଣା

ଟିଟିଲାଗଡ ୨୫ ମଇ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଗତ ତିନି ଦିନ ହେବ ଡାକ କର୍ମଚାରୀ ସଂଘ ତରଫରୁ ଅନିର୍ଦିଷ୍ଟ କାଳ ପାଇଁ ସାରା ରାଜ୍ୟ ସଂଘ ଆହ୍ୱାନ କ୍ରମେ ଟିଟିଲାଗଡ ମୁଖ୍ୟ ଡାକ କର୍ମଚାରୀଙ୍କ ଧାରଣା ଆରମ୍ଭ କରାଯାଇଛି। ଯଦ୍ୱାରା ଉପଖଣ୍ଡ ମୁଖ୍ୟ ଡାକଘର ଉପରେ ନିର୍ଭର କରୁଥିବା ଆଖ ପାଖ ଗ୍ରାମାଞ୍ଚଳ ଓ ସ୍ଥାନୀୟ ଅଧିବାସୀ ଅକଥନୀୟ ଦୁର୍ଦଶାର ଶିକାର ହେବା ଦେଖାଯାଉଛି। ତେବେ ଧାରଣା କ୍ରମାଗତ ଭାବେ ଦାବି ଗୁଡିକ ପୂରଣ ନ ହେବା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସଂଘ ତରଫରୁ ରାମଚନ୍ଦ୍ର ବେହେରା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *