ଟାଟା ଷ୍ଟିଲ ଫେରୋ ଆଲୋଏଜ ପ୍ଲାଣ୍ଟ ଭିତରେ କାନ୍ଥ ପଡି ଜଣେ ଶ୍ରମିକ ମୃତ

ହରିଚନ୍ଦନପୁର ୧୧-୭ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଦୈତାରି ଥାନା ଅନ୍ତରର୍ଗତ ବ୍ରାହ୍ମଣିପାଳ ଟାଟା ଷ୍ଟିଲ ଫେରୋ ଆଲୋଏଜ ପ୍ଲାଣ୍ଟ ଭିତରେ କାନ୍ଥ ପଡି ଜଣେ ଶ୍ରମିକ ମୃତ। ମୃତକଙ୍କ ନାମ ରମେଶ ମୁଖୀ। ସୂଚନା ଅନୁସାରେ ଜେସିବି ମେସିନ କାନ୍ଥ ଭାଙ୍ଗୁଥିବା ସମୟରେ ଏଭଳି ଅଘଟଣ ହୋଇଛି। ସେଠାରେ ପୁଲିସ୍ ପହଁଞ୍ଚି ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *