ad
ଅନୁଗୁଳ

ଜ୍ୟୋତିଷ ବିଷାରଦ ପଣ୍ଡିତ ଧ୍ରୁବ ଚରଣ ନାହାକଙ୍କ ପରଲୋକ

ତାଳଚେର୧୪/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ଅଂଚଳର ପ୍ରତିଷ୍ଠିତ ଜ୍ୟୋତିଷ ବିଷାରଦ ପଣ୍ଡିତ ଧ୍ରୁବ ଚରଣ ନାହାକଙ୍କର ଟାଉନ୍ ବଉଳଛକ କୁମ୍ଭାର ସାହିସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ବର୍ଷ ବୟସ ହୋଇଥିଲା। ସ୍ୱର୍ଗତ ନାହାକ ଦୀର୍ଘ ମାସ ଧରି ଅସୁସ୍ଥ ହୋଇ ପଡ଼ିଥିବା ବେଳେ ଅଚାନକ ରାତ୍ରିରେ ତାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କରି ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁ ଖବର ପାଇ ବିଭିନ୍ନ ରାଜନୈିତକ ବ୍ୟକ୍ତିବିଶେଷ ଏବଂ ମାନ୍ୟଗଣ ବ୍ୟକ୍ତି ତାଙ୍କ ବାସଭବନରେ ପହଂଚି ଶେଷ ଦର୍ଶନ କରିବାସହ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top