ad
ଓଡ଼ିଶା

ଜେଲରେ ମୃତ୍ୟୁ ଘଟଣାର ତଦନ୍ତ ଦାବି

ପୁରୀ:୦୭.୦୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଜିଲ୍ଲା କାରଗାରରେ ଜଣେ ୨୮ ବର୍ଷୀୟ ଯୁବକଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସଚେତନ ନାଗରିକ ମଞ୍ଚ ଦାବି କରିଛି। ମୃତ ଯୁବକଙ୍କ ପରିବାରକୁ ସରକାରୀ ସହାୟତା ସମେତ କର୍ତବ୍ୟରେ ଅବହେଳା କରିଥିବା ଜେଲ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ସଭାପତି ପ୍ରସନ୍ନ କୁମାର ଦାଶ ଦାବି କରିଛନ୍ତି।ଏଥିନେଇ ସେ ରାଜ୍ୟ ମାନବ ଅଧିକାର କିମଶନଙ୍କ ନିକଟରେ ଅଭିଯୋଗ ପତ୍ର ଦାଖଲ କରିଛନ୍ତି। ସେଥିରେ ଉଲ୍ଲେଖ କରିଛନ୍ତି ଯେ ଜେଲ୍ ୱାର୍ଡ ଭିତରେ ଜଣେ ଅଭିଯୁକ୍ତ ଆତ୍ମହତ୍ୟା କରିବା ସନ୍ଦେହଜନକ।ଏହି ଘଟଣାରୁ ଜେଲ କର୍ତୁପକ୍ଷଙ୍କ ଦାୟିତ୍ୱହୀନତା ପ୍ରମାଣିତ ହୋଇଛି। ଏହା ଆତ୍ମହତ୍ୟା ନା ହତ୍ୟାକାଣ୍ଡ ତାହାର ତଦନ୍ତ ପାଇଁ ନାଗରିକ ମଚଂ ପକ୍ଷରୁ ଦାବି କରାଯାଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top