କବିତା

”ଜୀବନରେ ସମୟର ଖେଳ”

ଜୀବନର ଦୋ” ଛକି ରେ
କେବେ ଖରା ପୁଣି କେବେ ଛାଇ,
ତଥାପି ଚାଲିବାକୁ ହୁଏ ….କିଛି
ମୋହକୁ ସାଥିରେ ନେଇ,,
କେତେ ସବୁ ନୂଆ ମୁହଁ
ଦିଶି ଯାଆନ୍ତି ବାଟରେ …
କେହି ପୁଣି ସାଥେ ଚାଲେ,,
କେହି କଣ୍ଟା ଥୁଏ ବାଟରେ ..
କିଏ ପୁଣି ପର,,ଆଉ କିଏ
ଅତି ଆପଣାର…
ସବୁ ତ ସମୟର ଖେଳ,, ବୁଝିବା କେମିତି,,
ଖେଳ ବୁଝ ନ ବୁଝ,
ଜୀବନଟା ଚାଲିବ ଏମିତି …..

 

(ରଶ୍ମିମୟୀ ପଟ୍ଟନାୟକ, ଜଟଣୀ)

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top