ଖେଳ

ଜିଲ୍ଲା ଜନଜାତି କ୍ରାଡାଉଦଯାପିତ

ପୁରୀ, ୧୮/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଜିଲ୍ଲା ସ୍କୁଲ ପରିସରରେ ଆୟୋଜିତ ଜିଲ୍ଲାସ୍ତରୀୟ ଜନଜାତି କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ରବିବାର ପୂର୍ବାହ୍ନରେ ଆୟୋଜିତ ପରସ୍କାର ବିତରଣଉସବବରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ମୁଖ୍ୟ ଅତିଥୀଭାବେ ଯୋଗ ଦେଇ କହିଲେ ଜନଜାତି ଛାତ୍ରଛାତ୍ରୀ ମାନଙ୍କ ପ୍ରତିଭାକୁ ଚିନ୍ନି ତାହାକୁ ଲୋକ ଲୋଚନକୁଆଣିବା ପାଇଁ ସରକାରଭ୍ କ ଲୋକେ ମହତ ପଦକ୍ଷେପ।ଏହାଦ୍ୱାରା ଜନଜାତି ଛାତ୍ରଛାତ୍ରୀ ମାନେ ବିଶେଷ ଉପକୃତ ହୋଇପାରିବ ସେ ଆଶବ୍ୟକ୍ତ କରିଥିଲେ ୠ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ତତା ପ୍ରତିଯୋଗିତାର ଆବାହକ ଡଃ ଉଦ୍ଧବ ଚନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଅନଷ୍ଠିତ ଏହି ଉତ୍ସବରେ ନଗରପାଳ ଜୟନ୍ତ କୁମାର ଷଢଙ୍ଗୀ, ପୋର ନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ତରାଇ, ମଙ୍ଗଳ ଅଧିକାରୀ ଚନ୍ଦ୍ରକାନ୍ତ ମାଝୀ, ପାକ୍ତନ ଜିଲ୍ଲା କ୍ରାଡା ଅଧିକାରୀ ରବିନ୍ଦ୍ର ନାଥ ସେନାପତି, କ୍ରାଡାଧିକାରୀ ଶରତ ଚନ୍ଦ୍ରନନ୍ଦ, କ୍ରୀଡା ଜିଲ୍ଲା ସଂସଦର ସଂପାଦକ ରବିଶଙ୍କର ପ୍ରତିହାରୀ, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଜିତେନ୍ଦୀୟ ଜ୍ନୋ ପ୍ରମୁଖ ସମ୍ମାନୀତ ଅତିଥୀ ଭାବେ ଯୋଗ ଦେଇଥିଲେ। ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥୀଗଣ ପରସ୍କାର ପ୍ରଦାନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top