ଜିଲ୍ଲା ପରିକ୍ରମା

ଜିଲ୍ଲାପାଳଙ୍କ କ୍ଷେତ୍ର ପରିଦର୍ଶନ

ପୁରୀ:୦୩/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଗତକାଲି ରଥଯାତ୍ରା ସମ୍ପର୍କରେ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଜିଲ୍ଲା ସ୍ଥରୀୟ ଅଧିକାରୀ ସହ ଆଲୋଚନା କରିଥିଲେ। ରଥଯାତ୍ରା ସମୟରେ କୌଣସି ଅସୁବିଧା ନହୁଏ ବିଶେଷ କରି ଡ଼୍ରେନେଜ ଓ ସ୍ୱରେଜ ଯେପରି ଜଳ ନିଷ୍କାକନ ହୋଇପାରିବ ସେ ଦିଗରେ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ଆଜି ଜିଲ୍ଲାପାଳ ଅରବିନ୍ଦ୍ର ଅଗ୍ରୱାଲ, ପି. ଡ଼ି. ଡ଼ିଆର. ଡ଼ିଏ. ଉଦ୍ଧବଚନ୍ଦ୍ର ମାଝି, ପୌର କାର୍ଯ୍ୟନିବାହି ଅଧିକାରୀ ଶ୍ରୀକାନ୍ତ ତରାଇ, ଅତିରିକ୍ତ ପି. ଡ଼ି. ପ୍ରସନ୍ତ ଦାସ ସମେତ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଗଣାମଲ ସାହି ଦେଇଯାଇଥିବା ନର୍ଦମା ଅଂଚଳ ପଦର୍ଶନ କରିଥିଲେ। କୁଢକୁଢ଼ ଅଳିଆ ଆର୍ବଜନା ଜମା ହୋଇରହୁଥିବାରୁ ଯୋଗୁ ନର୍ଦମାରେ ପାଣି ନିଷ୍କାକନ ହୋଇନପାରୁଥିବା ଦେଖିଥିଲେ। ରଥଯାତ୍ରା ପୁର୍ବରୁ ଯେପରି ନାଳରେ ପାଣି ଯାଇପାରିବ ସେ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଧିକାରୀମାନଙ୍କୁ ନିଦେର୍ଶ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top