ଜାଲରେ ଫସିଲା ବଜ୍ରକାପ୍ତା

ବଣେଇ ୨୧-୭ (ଓଡ଼ିଆ ପୁଅ/ଶିବରାମ ପାତ୍ର) ବଣେଇ ଉପଖଣ୍ଡ ଲହୁଣିପଡ଼ା ବ୍ଲକ କଲେଇପୋଷ ପଞ୍ଚାୟତର ନୂଆପଡ଼। ଗାଁରେ ଏକ ବଜ୍ରକାପ୍ତାର ସନ୍ଧାନ ମିଳିଛି। ତେନ୍ତୁଳି ସାହିର ବଳରାମ କିଷାନ କାନ୍ଥ ଭାଙ୍ଗି ଥିବାରୁ ଏକ ଜାଲ ଲଗାଇ ଥିଲେ।ସେଥିରେ ରାତି ୨ ଟାରେ ଏହି ବଜ୍ରକାପ୍ତାଟି ଫସି ଯାଇଥିଲା। ସକାଳୁ ରାଜାମୁଣ୍ଡ। ସେକସନର ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ଗ୍ରାମବାସୀ ହସ୍ତାନ୍ତର କରିଥିଲେ। ଏହି ବଜ୍ରକାପ୍ତା ଚିନରେ ୬୦ ଲକ୍ଷ ଟଙ୍କାରେ ଚୋରାରେ ବିକ୍ରୀ ହେଉଥିବା ସୂଚନା ମିିଳିଛି।

Leave a Reply

Your email address will not be published. Required fields are marked *