ଖେଳ

ଜାତୀୟ ଫୁଟସେଳ ପ୍ରତିଯୋଗିତାରେ ଯୋଗଦାନ

ଖଡିଆଳ/ନୂଆପଡା-୦୮.୦୯.୧୮(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ) ଜାତୀୟ ଫୁଟସେଳ ପ୍ରତିଯୋଗିତାରେ ରିଜିଓନାଲ କନ୍କ୍ଲୁସିଉ ହାଇସ୍କୁଲ ର ୯ ଜଣ ଛାତ୍ର ଯୋଗଦାନ କରିଛନ୍ତି। ଗତଦିନ ବେଙ୍ଗଲୁରୁ ଠାରେ ୨ ତାରିଖ ରୁ ୭ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ବିଦ୍ୟାଳୟର ୯ ଜଣ ଛାତ୍ର ଓଡିଶା ଦଲର ପ୍ରତିନିଧିତ୍ୟ କରିଥିଲେ। ଅମ୍ରୀତ ରାଜ ମହାପାତ୍ର, ପ୍ରାୟାସ ମିଶ୍ର, ଅରିନ ନାଏକ, କ୍ଷମା ମାଝୀ, ମୟଙ୍କ ସୁରେଜା, ହିମାସୁ ତାଣ୍ଡି, ଦରସନ ସୁରେଜା, ହରିପିତ ଖଣ୍ଟୁଜା, ସୁଭେନ୍ଦୁ ମଲ୍ଲିକ ଏହି ୯ ଜଣ ଛାତ୍ର ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଖଡିଆଳ ପାଇଁ ଗୈରବ ଆଣିଛନ୍ତି। କୋଚ ଭାବରେ ସୈରଭ ପଣ୍ଡା ଓ ମେନେଯର ପ୍ରଶ୍ନ ଜିତ ଦତ୍ତ ଙ୍କ ପ୍ରତ୍ୟୋକ୍ଷ ତତ୍ତ୍ୱାବଧାନରେ ଏହି ଖେଳାଲିମାନେ ପ୍ରଂଶସନିୟ ଖେଳ ପ୍ରଦର୍ଶନ କରିଥିବାରୁ ଖଡିଆଳର ଅଭିଭାକ ଓ ଜଣସାଧାରଣ ସେମାନଙ୍କୁ ସୁଭେଚ୍ଛା ଯାଣାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top