କେନ୍ଦ୍ରାପଡ଼ା

ଜମିବାଡି ଗଣ୍ଡଗୋଳରୁ ମାଡପିଟ ଥାନାରେ ମାମଲା

କେନ୍ଦ୍ରାପଡା ୧୬/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – ଦୁଇଟି ପରିବାର ମଧ୍ୟରେ ଜମିବାଡିକୁ ନେଇ ଗଣ୍ଡଗୋଳରୁ ମାଡପିଟ ହୋଇଥିବା ଖବର ମିଳିଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଓସ୍ତପୁର ପଞ୍ଚାୟତର ବିରସ୍ୱତୀ ଗ୍ରାମର ଦୁର୍ଯେ୍ୟାଧନ ଜେନା ଓ କାଙ୍ଗାଳି ଜେନାଙ୍କ ଦୁଇଟି ପରିବାର ମଧ୍ୟରେ ଜମିବାଡି ଗଣ୍ଡଗୋଳକୁ ନେଇ ମାଡପିଟ ହୋଇଥିବା ସଦର ଥାନାରେ ଦୁଇଟି ଅଭିଯୋଗ ହୋଇଛି । ସଦର ଥାନା ପୋଲିସ ଘଟଣାର ତଦନ୍ତ କରୁଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top