ଜଣେ ଡେଙ୍ଗୁରୋଗୀ ଚିହ୍ନଟ

ତିର୍ତ୍ତୋଲ ୧୧/୦୭ (ଓଡ଼ିଆ ପୁଅ/ଟୁକନ ସେଠୀ) କୁଜଙ୍ଗ ବ୍ଲକ ଅନ୍ତର୍ଗତ ତାଳପଡା ପଚାଂୟତ ତାଳପଡା ଗ୍ରାନର ମୋହନ ଦାସ (୬୦) ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ କଟକ ବଡ ମେଡିକାଲକୁ ଯାଇଥିଲେ। ସେଠାରେ ତାଙ୍କର ରକ୍ତ ନମୂନା ପରୀକ୍ଷା କରାଯିବାରୁ ଡେଙ୍ଗୁ ଜୀବାଣୁ ଥିବା ଜଣାପଡିଥିଲା। ଏବେ କୁଜଙ୍ଗ ବ୍ଲକର ପ୍ରଥମ ଡେଙ୍ଗୁରୋଗୀ ଚିହ୍ନଟ ହେବାନେଇ ସ୍ଥାନୀୟ ଅଚଂଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଅପରପକ୍ଷରେ ଜିଲ୍ଲାରେ ଥିବା ସ୍ୱେଚ୍ଛାସେବୀ ସଂଗଠନ, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ସ୍ଥାନୀୟ ଅଚଂଳରେ ସଚେତନତା ଓ ପ୍ରତିକାର ପାଇଁ ଦାବି ହେଉଛି।

Leave a Reply

Your email address will not be published. Required fields are marked *