ଜଗନ୍ନାଥ ସେନାର ବିକ୍ଷୋଭ

ପୁରୀ:୧୮/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଜିଲ୍ଲ ରେକଡର଼୍ରୁମ୍ ରୁ ଭିତର ରତ୍ନଭଣ୍ଡାର ଡ଼ୁପ୍ଲିକେର୍ଟ ଚାବି ମିଳିବା ଘଟଣାରେ ଅଭିନବ ବିକ୍ଷୋଭ ପ୍ରଦର୍ଶନ କରିଛି। ଜଗନ୍ନାଥ ସେନା ସେନାପକ୍ଷରୁ ଜିଲ୍ଲା ରେକଡର଼୍ ରୁମ, ଟ୍ରେଜେରୀ ସମେତ ସମଗ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୋବରପାଣି, ଚୁନପାଣି ଓ ଗଙ୍ଗାଜଳସିଂଚନ କରାଯାଇଛି। ସେନାର ଅଭିଯୋଗ ହେଉଛି ଯେ ଜିଲ୍ଲାରେକର୍ଡ ରୁର୍ମରେ ସମସ୍ତ ରେକର୍ଡ଼ ରହିଥିବା କଥା ମାତ୍ର ଜିଲ୍ଲାପାଳ ମିଥ୍ୟା କାହାଣୀ ସୃଷ୍ଟିକରି ଏହି ସ୍ଥାନକୁ ଅପବିତ୍ର କରିଥିବା ସେନା ଅଭିଯୋଗ ଆଣିଛି। ଜଉମୁଦ ଲଫାଫାରେ ଥିବା ଭିତର ରତ୍ନ ଭଣ୍ଡାର ତୁମ୍ଭିକେର୍ଟ ଚାବିକୁ ସାର୍ବଜନୀନ କରିବାକୁ ଶ୍ରୀଜଗନ୍ନାଥ ସେନା ଦାବି କରି ଆସୁଥିଲେ ମଧ୍ୟ ତାହା ଏଯବତ୍ ହୋଇନାହିଁ।ଅନ୍ୟପକ୍ଷରେ ରନ୍ନଭଣ୍ଡାର ଚାବି ହଜିବା ଗଟଣାରେ ଗଠିତ ଜସ୍ ଟିସ୍ ରଘୁବିର ସାଦ କମିସନ ପୁରୀ ପରିବର୍ତେ କଟକରେ ତଦନ୍ତରେ ତିବ୍ର ବିରୋଧି କରିଛି ସେନା।

Leave a Reply

Your email address will not be published. Required fields are marked *