ଜଗନ୍ନାଥ ପ୍ଲାଣ୍ଟରେ ନିଯୁକ୍ତି ନ ହେଲେ ଧାରଣା : ଉପଜିଲ୍ଲାପାଳଙ୍କୁ ଦାବି ପତ୍ର

ଚମ୍ପୁଆ ୨୭/୬ (ଓଡ଼ିଆ ପୁଅ/ରଞ୍ଜନ ପ୍ରଧାନ) ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ କାରାଖେଣ୍ଡରାଠାରେ କାର୍ଯ୍ୟରତ ଜଗନ୍ନାଥ ଷ୍ଟିଲ କାରଖାନାରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ସହିତ କାରଖାନାର ପ୍ରଦୁଷଣକୁ ଗୁରୁତ୍ୱ ନ ଦେଲେ ଆସନ୍ତା ଛ ତାରିଖରୁ ଉଲ୍ଲୀବୁରୁ ଗ୍ରାମର ଯୁବକମାନେ କାରଖାନା ବାହାରେ ଧାରଣା ଦେବେ। ଏନେଇ ଗଣେଶ ମୁଣ୍ଡାଙ୍କ ନେତୃତ୍ବରେ ଯୁବକମାନେ ଚମ୍ପୁଆ ଉପଜିଲ୍ଲାପାଳଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *