କେନ୍ଦୁଝର

ଚୋରା କାଠ ଜବତ ଦୁଇ ଅଟକ

ଚମ୍ପୁଆ ୨-୭ (ଓଡ଼ିଆ ପୁଅ/ରଞ୍ଜନ ପ୍ରଧାନ) ଚମ୍ପୁଆ ପୋଲିସ ଆଜି ଚମ୍ପୁଆ ସ୍ଥୀତ ମୌଲାନାଗୋଡା ବସ୍ତିରେ ଚଢ଼ାଉ କରି ଚୋରା କାଠ ଜବତ କରିଛି। ଏଥି ସହିତ ଦୁଇ ଜଣଙ୍କୁ ଅଟକ ରଖି ବନ ବିଭାଗକୁ ହସ୍ତାନ୍ତର କରିଛି। ଚମ୍ପୁଆରେ ଚୋରା କାଳବାର ଖବର ପାଇ ପୋଲିସ ଏହି ଚଢ଼ାଉ କରି ଥିବା ବେଳେ ଏଠାରୁ ନଅଟି ପିଆଶାଳ ଗୋଟିଏ ଶାଳ ଶତସ୍ତରିଟି ଶାଗୁଆନ କାଠ ଜବତ କରିବା ସହ ଦୁଇ ଜଣକୁ ଅଟକ ରଖିଛି। କାଠ ସହ ଅଟକ ବ୍ୟକ୍ତିଙ୍କୁ ବନ ବିଭାଗକୁ ହସ୍ତାନ୍ତର କରିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top