ଚିତ୍ରକୋଣ୍ଡା ଡିଏଭି ସ୍କୁଲ ର ବାର୍ଷିକ ଉତ୍ସବ ପାଳିତ

ମାଲକାନଗିରି,16,4(ଓଡିଆ ପୁଅ ) ଚିତ୍ରକୋଣ୍ଡା ସହରରେ ଗୁଡ଼ମଣିଙ୍ଗ ପ୍ଲେ ସ୍କୁଲ ଓ ଡ଼ିଏଭି ଗୁରକୁଳ ଆନୁକୁଲ୍ୟରେ ୨ୟ ବାର୍ଷିକ ଉତ୍ସବ ପଳିତ ହୋଇଯାଇଛି, ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ଥାନା ଅଧିକାରୀ ଅଜିତ କୁମାର ସ୍ଵାଇଁ ,ମୁଖ୍ୟ ବକ୍ତା ଭାବେ ସିଆରସିସି କୃଷ୍ଣ ଚନ୍ଦ୍ର ଡାକୁଆ ଓ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ମାଲକାନଗିରି  ଡ଼ିଏଭି ଗୁରକୁଳ ର ସୁଶାନ୍ତ କୁମାର ସାମଲ,ସିଆରସିସି ଗୌରହଋ ସାହୁ ଏବଂ ଅବସରପ୍ରାପ୍ତ ଶିକ୍ଷକ କୃଷ୍ଣ ପ୍ରସାଦ କର ଙ୍କ ବକ୍ତବ୍ୟ ର ମୁଖ୍ୟ ସାରାଂଶ ଥିଲା ଛାତ୍ର ଛାତ୍ରୀ,ଶିକ୍ଷକ ଓ ଅଭିଭାବକ ଙ୍କ ସମାଜସ୍ୟ ଠିକ ରହିଲେ ଅନୁଷ୍ଠାନ ତଥା ଶିକ୍ଷାର ଉର୍ଣ୍ଣତି ହୋଇପାରିବ ବୋଲି ପ୍ରତିପାଦନ କରିଥିଲେ । ଗୁଡ଼ମଣିଙ୍ଗ ପ୍ଲେ ସ୍କୁଲ ଓ ଡ଼ିଏଭି ଗୁରକୁଳ ର ସମ୍ପାଦକ ରାକେଶ ମହାରଣା ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିବା ସହିତ ବାର୍ଷିକ ଉତ୍ସବ ତଥା ସାସ୍ଙ୍କୃ ତିକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଶଶଧର ପାଣିଗ୍ରାହୀ ଓ କ୍ଷୀରୋଦ ବେହେରା ,ବିଦ୍ୟାଳୟରେ କରାଯାଇଥିବା ପ୍ରତିଯୋଗିତାରେ ଉତିର୍ଣ୍ଣ ହୋଇଥିବା କୃତି ଛାତ୍ର/ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଯାର।  ପୁରସ୍କାର ବିତରଣ କରଯାଇଥିଲା । ସାସ୍ଙ୍କୃ ତିକ କାର୍ଯ୍ୟକ୍ରମ ରେ ବିଭିର୍ଣ୍ଣ ନୁର୍ତ୍ୟ ପରିବେଷଣ ଓ ସୁଗମ ସଙ୍ଗିତ ସହିତ ବାର୍ଷିକ ଉତ୍ସବ ସମାପ୍ତ ହୋଇଥିଲା । ଏହି ବାର୍ଷିକ ଉଶ୍ଚବକୁ ସଫଳ କରିବାରେ ସାହାର୍ଯ୍ୟ କରିଥିଲେ ବିଦ୍ୟାଳୟର ଶିକ୍ଷୟତ୍ରୀ ମାନେ,ଅଭିଭାବକ ତଥା ବିଦ୍ୟାଳୟ ପରିଚାଳନା କମିଟି ।

 

 

Leave a Reply

Your email address will not be published. Required fields are marked *