ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ୩ ମାଓବାଦୀ ସହ ନାଉରିଆ ନିଖୋଜ

ମାଲକାନଗିରି ୨-୯ (ଓଡ଼ିଆ ପୁଅ) ଚିତ୍ରକୋଣ୍ଡା ଥାନାସ୍ଥ ରାଲେଗଡା ପଞ୍ଚୟତ ଧୂଲିପୁଟ ଘାଟରେ ଜଳଭଣ୍ଡାର ପାର ହେଉଥିବା ସମୟରେ ହଟାତ ଡଙ୍ଗାଟି ବୁଡିଯାଇଥିଲା। ସେହି ଡଙ୍ଗାରେ ସ୍ୱାଭିମାନ ଅଞ୍ଚଳର ୩ ମାଓବାଦୀଙ୍କ ସହ ଧୂଲିପୁଟ ଗ୍ରାମର ନାଉରିଆ ଥିବାର ଗ୍ରାମ ବାସୀମାନେ କହୁଥିବା ବେଳେ, ଏହା ଏକ ଗୁଜବ, ନିଖୋଜ କି ମୃତ ସମ୍ପର୍କରେ ଥାନାରେ ଅଭଯୋଗ ନାହିଁ। ପୁଲିସ ପକ୍ଷରୁ ତଦନ୍ତ ଚାଲିଛି ବୋଲି ଏସପି ଜଗମୋହନ ମୀନା କହିଛନ୍ତି।

Leave a Reply

Your email address will not be published. Required fields are marked *