ଜିଲ୍ଲା ପରିକ୍ରମା

ଚାରି ନକଲି ଏମ ଭି ଆଇ ଗିରଫ

 

ଝାରପୋଖରିଆ-(ଓଡ଼ିଆପୁଅ/ସନ୍ଦୀପ ମହାନ୍ତ) ଝାରପୋଖରିଆ ଥାନା ଅଞ୍ଚଳରୁ ନିଜକୁ ଏମ ଭି ଆଇ ପରିଚୟ ଦେଇ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ୪ ନକଲି ଆରଟିଓ କର୍ମଚାରୀ ଗିରଫ । ୩ଲକ୍ଷ ୨୦ ହଜାର ଟଙ୍କା ସହ ବିପୁଳ ପରିମାଣର ରବର ଷ୍ଟାମ୍ପ ଏବଂ କମ୍ପ୍ୟୁଟର ରସିଦ ଜବତ ହୋଇଚି ।ସୂଚନା ଅନୁଯାୟୀ ଏସ ପି ଙ୍କ ନିର୍ଦେଶ କ୍ରମେ ଖବର ପାଇ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇଥିଲା। ତେବେ ସେହି ଟିମ ଦ୍ଵାରା ଆଜି ଝାରପୋଖରିଆ ଥାନା ଅଞ୍ଚଳର ଜାମଶଳା ତନଖି ଫାଟକରୁ ୪ ଜଣକୁ ଆର ଟିଓ କର୍ମଚାରୀ କହି ବଟି ଉଠଉଥିବା ସମୟରେ ଗିରଫ କରାଯାଇଛି। ସେହି ଚାରିଜଣ ହେଲେ ସ୍ଥାନୀୟ ଅଞ୍ଚଳର ବିଟୁ ବେହେରା, ଅନନ୍ତ ପ୍ରଶାଦ ମହନ୍ତ, ଅନନ୍ତ ସରେନ ଏବଂ ଦିଲ୍ଲୀପ ହେମ୍ବ୍ମମ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top