ଚମ୍ପୁଆ ରେ ଭାରତ ବନ୍ଦ ସଫଳ

ଚମ୍ପୁଆ ୧୦-୬ (ଓଡ଼ିଆ ପୁଅ/ରଞ୍ଜନ ପ୍ରଧାନ) ତୈଳ ଦର ବୃଦ୍ଧିକୁ ବିରୋଧ କରି କ°ଗ୍ରେସ ଡାକରା ଦେଇଥିବା ଭାରତ ବନ୍ଦ ଚମ୍ପୁଆରେ ସଫଳ ହୋଇଛି। କ°ଗ୍ରେସ ନେତା ଗରୁବକ୍ସ ସି° ଆଲୁଓ୍ବାଲିଆଙ୍କ ନେତୃତ୍ବରେ କ°ଗ୍ରେସ କର୍ମୀମାନେ ଚମ୍ପୁଆର ବିଭିନ୍ନ ଛକ ନିକଟରେ ପିକେଟିଂ କରି ବନ୍ଦକୁ ସଫଳ ହେବାରେ ସହଯୋଗ କରିଥିଲେ। ଏହି ବନ୍ଦ ପ୍ରଭାବରେ ଚମ୍ପୁଆର ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ସ୍କୁଲ କଲେଜ କୋର୍ଟ କଚେରୀ ଦୋକାନ ବଜାର ଚକ ଅଖ ସ°ପୂର୍ଣ ବନ୍ଦ ରହି ଜିବନ ଯାତ୍ରା ପ୍ରଭାବିତ ହୋଇ ଥିଲା।

Leave a Reply

Your email address will not be published. Required fields are marked *