ଓଡ଼ିଶା

ଚମ୍ପୁଆ ଛାଡୁ ନାହାନ୍ତି ୨୨ ଦଳିଆ ହାତୀ ପଲ

ଚମ୍ପୁଆ ୬/୬ (ଓଡ଼ିଆ ପୁଅ /ରଂଜନ ପ୍ରଧାନ ) ଗତ କିଛି ସପ୍ତାହ ଧରି ଚମ୍ପୁଆ ଅଂଚଳରେ ଉତ୍ପାତକରୁ ଥିବା ୨୨ ଦଳିଆ ହାତୀ ପଲ ଚମ୍ପୁଆ ଛାଡିଯିବାକୁ ନା ଧରୁ ନାହାନ୍ତି। ହାତୀ ପଲ ଚମ୍ପୁଆ ନିକଟବର୍ତ୍ତୀ ମିରିଗିସିଂଗା, ଯାମୁଦଲକ, ଅଢ଼ଙ୍ଗାପାଳ, ଗୋଧୂଳି, ରଜିଆ, ଶଶାଙ୍ଗ, ଆଦି ଗ୍ରାମ ରେ ବ୍ୟାପକ କ୍ଷୟକ୍ଷତି କରୁଥିଲେ ହେଁ ଏମାନଙ୍କୁ ଘଉଡ଼ାଇବା ପାଇଁ ବନ ବିଭାଗ ବିଫଳ ହୋଇଛି। ଗତ ରାତି ବର୍ଧନା ମଧ୍ୟ ଦେଇ ହାତୀପଲଙ୍କୁ ମୟୁରଭଞ୍ଜ ଆଡକୁ ଘଉଡ଼ାଇ ଦିଆଯାଇଥିଲେ ହେଁ ପୁଣି ସକାଳ ବେଳକୁ ହାତୀ ପଲ ସରେଇ ଗାଁକୁ ଲେଉଟି ଆସିଛନ୍ତି। ଗାଁ ରେ ଖରାଦିନ ଧାନ ଫସଲ ନଷ୍ଟ କରିଛନ୍ତି। ଏହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛିା ବନ ବିଭାଗର ସମସ୍ତ ପ୍ରକାର ପଦକ୍ଷେପ ବିଫଳ ହୋଇଛି ଯଦି ଏଣୁ ଚମ୍ପୁଆ ଅଂଚଳରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top