ଚମ୍ପୁଆ ୧୦-୯ (ଓଡ଼ିଆ ପୁଅ/ରଞ୍ଜନ ପ୍ରଧାନ) ନୂତନ ତହସିଲଦାର ଭାବେ ଚମ୍ପୁଆରେ ଆଲୋକ କୁମାର ପଟେଲ ଆଜି ଯୋଗ ଦେଇଛନ୍ତି। ପୂର୍ବତନ ତହସିଲଦାର ଶେଷଦେବ ମିଶ୍ରଙ୍କ ବଦଳି ପରେ ଦୀର୍ଘ ଦିନରୁ ଏହି ପଦବୀଟି ଖାଲି ପଡ଼ିଥିଲା। ଆଜି ଶ୍ରୀ ପଟେଲ ଯୋଗ ଦେବାପରେ ଦୀର୍ଘ ଦିନରୁ ଚମ୍ପୁଆ ତହସିଲରେ ଦେଖାଦେଇଥିବା ଅଚଳାବସ୍ଥା ଦୂର ହେବାର ଆଶା କରାଯାଉଛି। ଶ୍ରୀଯୁକ୍ତ ପଟେଲ ଏହା ପୂର୍ବରୁ ରେଢାଖୋଲ ତହସିଲଦାର ଭାବେ କାର୍ଯ୍ୟ ଆସିଛନ୍ତି।

Loading...