ଘର ଝରକା ଗ୍ରୀଲ ଭାଙ୍ଗି ଲକ୍ଷାଧିକ ଟଙ୍କାରର ଜିନିଷ ଚୋରି

ତୁରୁମୁଙ୍ଗା ୧୬-୪ (ଓଡ଼ିଆ ପୁଅ/ସନ୍ତୋଷ କୁମାର ପତି) କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଚେମେଣା ପଞ୍ଚାୟତ ଅଙ୍ଗିକଳା ଗ୍ରାମର କେଶବ ଚନ୍ଦ୍ର ମହାନ୍ତଙ୍କର ଘର ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କାର ଜିନିଷ ଚୋରୀ ହୋଇଥିବା ତୁରୁମୁଙ୍ଗା ଥାନା ରେ ଅଭିଯୋଗ ହୋଇଛି ଅଭିଯୋଗ ଅନୁଯାଇ ନଗଦ 55 ହଜାର ଟଙ୍କାସହିତ କାନଫୁଲ ୨ଟା ସୁନା ଲୋକେଟ ୧ ମୁଦି ୨ ଟା ସୁନା ଚେନ ୧ଟା ଗତକାଲି ବିଳମ୍ବିତ ରାତିରେ ଶୋଇଥିବା ସମୟ ରେ କେହି ଦୁର୍ବୁତ୍ତ ଝରକା ଗ୍ରୀଲ ଭାଙ୍ଗି ନେଇଯାଇଛନ୍ତି। ଏନେଇ ପୋଲିସ ର ତଦନ୍ତ ଜାରି ରହିଥିବା ଥାନା ଏ ଏସ ଆଇ କୈଳାଶ ଚନ୍ଦ୍ର ମହାନ୍ତ ଘଟଣା ର ତଦନ୍ତ କରୁଥିବା ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *