କେନ୍ଦୁଝର

ଘରୋଇ କଳି ଯୋଗୁଁ ଆତ୍ମହତ୍ୟା କଲା ସ୍ତ୍ରୀ

ତୁରୁମୁଙ୍ଗା ୯-୧୧ (ଓଡିଆ ପୁଅ/ସନ୍ତୋଷ ପତି) ସାହାରପଡା ବ୍ଲକ ଦିଗିପଶି ପଞ୍ଚାୟତ ଚଢ଼େଇଭୋଳ ଗ୍ରାମର ସୁବାସ ବାସ୍କେଙ୍କ ପତ୍ନୀ ବନିତା ମୁର୍ମୁ (୨୪) ଘରୋଇ କଳିକୁ ନେଇ ନିଜ ଘର ସମ୍ମୁଖରେ ଏକ ଗଛରେ ନିଜେ ପିନ୍ଧିଥିବା ଶାଢ଼ୀକୁ ବେକରେ ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ସାହାରପଡା ଫାଣ୍ଡି ଅଧିକାରୀ ଅଶୋକ ପୋହି ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଚଳାଇଛନ୍ତି। ଏନେଇ ପାଟଣା ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top