ଓଡ଼ିଶା

ଘଟଗାଁ ବାଇପାସ ନିକଟରେ ଓଲଟିଲା ବସ ୩ ଗୁରୁତର ୨ ଆହାତ

ଘଟଗାଁ, ୨୪/୧୦ (ଓଡ଼ିଆ ପୁଅ/ଭବାନୀ ପ୍ରସାଦ) – କେନ୍ଦୁଝର ଜିଲ୍ଲା ଘଟଗାଁ ବାଇପାସ ନିକଟରେ ବସ ଓଲଟି ୩ଜଣ ଯାତ୍ରୀ ଗୁରୁତର ୨ଜଣ ଆହାତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ୨୦ରୁ ଉର୍ଦ୍ଧ ଯାତ୍ରୀ। ସୂଚନା ମୁତାବକ ଭୁବନେଶ୍ୱରରୁ କେନ୍ଦୁଝର ଅଭିମୁଖେ ଆସୁଥିବା ପାଢୀ ନାମକ ଏକ ଯାତ୍ରୀବାହୀ ବସ ଘଟଗାଁ ବାଇପାସ ନିକଟରେ ଭାରସ୍ୟାମ ହରାଇ ଓଲଟି ପଡିଥିଲା। ଏହି ବସରେ ବସି ଥିବା ଯାତ୍ରୀ ମାନେ ସୌଭାଗ୍ୟ ବସତ ସାମାନ୍ୟ ଆହାତ ହୋଇଥିବା ବେଳେ ୫ଜଣଙ୍କୁ ଘଟଗାଁ ଡାକ୍ତରଖାନାରେ ଭର୍ତି କରାଯାଇଛି। ଆହାତ ମାନଙ୍କ ମଧ୍ୟରୁ ୩ ଜଣଙ୍କ ସ୍ୱସ୍ଥ୍ୟଅବସ୍ଥା ଗୁରୁତର ରହିଛି। ତେବେ ଡ୍ରାଇଭରକୁ ନିଦ ଲାଗିବା କାରଣରୁ ଦୁର୍ଘଟଣା ହୋଇଥିବା ସନେ୍ଧହ କରାଯାଉଛି। ଘଟଣା ସ୍ଥଳରେ ପୋଲିସ ପହଚିଁ ତଦନ୍ତ ଚଳାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top