କେନ୍ଦୁଝର

ଘଟଗାଁରେ ଗୋପବନ୍ଧୁ ଜ୍ୟୋତିକୁ ଭବ୍ୟ ସ୍ୱାଗତ

ଘଟଗାଁ, ୫/୧୧(ଓଡିଆ ପୁଅ/ଭବାନୀ ପ୍ରସାଦ)- ଦୈନିକ ଖବର କାଗଜ ସମାଜ ପକ୍ଷ୍ୟରୁ ଆରମ୍ଭ ହୋଇଥିବା ପ୍ରଣାମ ମାତୃଭୁମି କାର୍ଯ୍ୟକ୍ରମ ପାଇଁ ସାର ଓଡିଶା ପରିକ୍ରମା କରୁଥିବା ଗୋପବନ୍ଧୁ ଜ୍ୟୋତିକୁ ଘଟଗାଁ ବସଷ୍ଟାଣ୍ଡ ଠାରେ ସ୍ୱାଗତ ଓ ସମ୍ବନ୍ଧନା ପ୍ରଦାନ କରାଯାଇଛି। ଆଜି ଘଟଗାଁରେ ଏହି ସୁସଜ୍ଜିତ ଗାଡିରେ ଗୋପବନ୍ଧୁ ଜ୍ୟୋତି ପହଚିଁବା ପରେ ଅଂଚଳର ବହୁ ବୁଦ୍ଧିଜୀବି, ସମାଜସେବୀ, ଗଣମାଧ୍ୟମ ପ୍ରତିନିଧି, ସ୍ଥାନୀୟ ସରପଂଚ ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ସମେତ ଜନସାଧାରଣ ଉପସ୍ଥିତ ରହି ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ଗୋପବନ୍ଧୁଙ୍କ ଉଦେଶ୍ୟ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top