ଓଡ଼ିଶା

ଗୋରଖପୁର ଯଶୋବନ୍ତ ନଗର ଏକ୍ସପ୍ରେସର ଚକା ଭାଙ୍ଗିଲା – ଯାତ୍ରୀ ଆହତ

ନୂଆ ଦିଲ୍ଲୀ ୨୯ ମଇ (ଓଡ଼ିଆ ପୁଅ) ମହାରାଷ୍ଟ୍ରର ନାଗପୁର ନିକଟରେ କଲମେଶ୍ୱର ନାମକ ସ୍ଥାନରେ ଗୋରଖପୁର ଯଶୋବନ୍ତ ନଗର ଏକ୍ସପ୍ରେସର ଚକା ଭାଙ୍ଗିଯିବାରୁ ଜଣେ ଯାତ୍ରୀ ଆହତ ହୋଇଥିବାର ଖବର ANI ରୁ ଜଣାପଡ଼ିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top