କେନ୍ଦ୍ରାପଡ଼ା

ଗୋପହାଟ ପାଖ ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

କେନ୍ଦ୍ରାପଡା ୧୧/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ) – ଗୋପହାଟ ନିକଟରେ ଥିବା ଶିକ୍ଷକ ପ୍ରତାପ କୁମାର ନାୟକଙ୍କ ବାଡି ପୋଖରୀରୁ ଏକ ୩୫ରୁ ୪୦ବର୍ଷ ବୟସର ଅଜଣା ଯୁବକର ମୃତ ଦେହ ଭାସୁଥିବାର ଖବର ପାଇ କେନ୍ଦ୍ରାପଡା ସଦର ଥାନା ପୋଲିସ ଘଟଣା ସ୍ଥଳରେ ଆଜି ସନ୍ଧ୍ୟାରେ ପହଁଚି ସେହି ଶବକୁ ଉଦ୍ଧାର କରିବା ସହିତ ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ଶବ ବ୍ୟବଛେଦ ପାଇଁ ପଠାଇଥିବା ଥାନା ଅଧିକାରୀ କାବୁଲି ବାରିକ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top