କଟକ

ଗୋପବନ୍ଧୁ ଜ୍ୟୋତିକୁ କଂଗ୍ରେସ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ୱର ତା ୯.୧୧(ଓଡ଼ିଆ ପୁଅ) – ଦୈନିକ ‘ସମାଜ’ ଖବର କାଗଜ ପକ୍ଷରୁ ସାରା ରାଜ୍ୟରେ ଭ୍ରମଣ କରୁଥିବା ଗୋପବନ୍ଧୁ ଜ୍ୟୋତି ଆଜି ସନ୍ଧ୍ୟାରେ ଭୁବନେଶ୍ୱର କଂଗ୍ରେସ ଭବନରେ ପହଂଚିବା ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଗୋପବନ୍ଧୁ ଜ୍ୟୋତିକୁ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଉପସ୍ଥିତ ବହୁ କଂଗ୍ରେସ ନେତୃବୃନ୍ଦ ଜ୍ୟୋତିକୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିଥିଲେ। ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ଶିବାନନ୍ଦ ରାୟ, ଜାନକୀ ବଲ୍ଲଭ ପଟ୍ଟନାୟକ, ଗୁରୁପଦ ନନ୍ଦ, ସୁମିତ୍ରା ଜେନା, ବିଜୟଲକ୍ଷ୍ମୀ ସାହୁ, ରତ୍ନମଣୀ ଉଲ୍ଲାକା, ପଦ୍ମାକର ଗୁରୁ, କାଙ୍ଗାଳି ଚରଣ ପଣ୍ଡା, ସଂନ୍ଧ୍ୟା ମହାପାତ୍ର ହଳଧର ସେଠୀ, ନିଶିକାନ୍ତ ମିଶ୍ର, ଅଭିଷେକ ମହାନନ୍ଦ, ଦୀପକ ମହାପାତ୍ର, ସଂଜୟ ତ୍ରିପାଠୀ, ସତ୍ୟସ୍ମିତ ମହାନ୍ତି, ଶୈଳେନ୍ଦୁ ମଜୁମଦାର, ସୂର୍ଯ୍ୟ ନାରାୟଣ ପଣ୍ଡା, ତରୁଣ ମିଶ୍ର, ଶି୍ରୟା ମହାନ୍ତି, ସୁବତ୍ର ମହାପାତ୍ର, ସୁଶାନ୍ତ ବେହେରା, ଜୟକୃଷ୍ଣ ସୁବୁଦ୍ଧି, ଭାଗ୍ୟଶ୍ରୀ ପ୍ରଧାନ, ଶୈଳେନ୍ଦୁ ମଜୁମଦାର, ଲକ୍ଷ୍ମୀନାରାୟଣ ପାଳ, ପ୍ରଭାବତୀ ପଟ୍ଟନାୟକ, ପ୍ରମୁଖ ବହୁ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top