ଅପରାଧ

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଗୋଷ୍ଠୀ ସଂଘର୍ଷ, ଯୁବକଙ୍କୁ ଛୁରାମାଡ଼ ଜଣେ ମୃତ : ୨ ଗୁରୁତର

ଟିଟିଲାଗଡ଼ ୨୨-୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ସ୍ଥାନୀୟ ମାଉସୀମା’ ମନ୍ଦିର ଛକ ନିକଟରେ ଗଣେଶ ମୂର୍ତ୍ତି ବିସର୍ଜନ କରି ଯାଉଥିବା ଟିଟିଲାଗଡ ଆଦିବାସୀ ପଡାର ଏକ ଯୁବଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଉକ୍ତ ଗଣ୍ଡଗୋଳ ସମୟରେ ଜଣେ ଯୁବକ ଏକ ଧାରୁଆ ଛୁରୀରେ ଆକ୍ରମଣ କରିବାରୁ ଦୁଇଜଣ ଗୁରୁତର ଆହତ ହୋଇଥିଲେ। ହେଲେ ଘଟଣା ସ୍ଥଳରେ ଛୁରା ମାଡରେ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲ। ବୋଲି ଡାକ୍ତରଙ୍କ ନିକଟରୁ ପ୍ରକାଶ। ଅନ୍ୟ ଦୁଇଜଣ ଗୁରୁତର ଆହତ ଅବସ୍ଥାରେ ଡାକ୍ତର ଖାନାରେ ଥିବା ସୂଚନା ମିଳିଛି। ତେବେ ଉକ୍ତ ଅଭିଯୁକ୍ତ ଗିରଫ ହୋଇ ନ ଥିବା ବେଳେ ଏ ଘଟଣା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ଓ ପ୍ରବଳ ଜନ ସମାଗମ ଘଟିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top