ଓଡ଼ିଶା

ଗଛଡାଳ ଛାତିରେ ପଶିଯିବା ଘଟଣାରେ ବାଳକର ଧୈର୍ଯ୍ୟ ଓ ସାହସକୁ ପ୍ରଶଂସା କଲେ ଡାକ୍ତର

କେନ୍ଦୁଝର ୩ ଜୁନ (ଓଡ଼ିଆ ପୁଅ/ଗୌରବ ଦାସ) କେନ୍ଦୁଝର ଘଟଗାଁ ଥାନା ଅନ୍ତର୍ଗତ ଡ଼ାଙ୍ଗରଡ଼ିହା ଗ୍ରାମର ଜଣେ ବାଳକ ଗୁରୁବାର ଦିନ ଜାମୁ କୋଳି ତୋଳୁଥିବା ବେଳେ ଗଛର ଡାଳ ଭାଙ୍ଗିଯିବାରୁ ସେ ତଳେ ପଡିଯାଇଥିଲେ। ଏହି ସମୟରେ ବାଳକଟିର ପିଠିରେ ଏକ ଗଛର ଡାଳ ପଶିଯାଇଥିଲା। ଗଛର ଡାଳ ତାଙ୍କ ପିଠିରେ ପଶି ବେକ ବାଟେ ବାହାରିଥିଲା। କିନ୍ତୁ ସେ ଧୈର୍ଯ୍ୟର ସହ ସେ ଡାକ୍ତର ଖାନା ପହଞ୍ଚି ଥିଲେ। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ତାଙ୍କର ଧୈର୍ଯ୍ୟ ଓ ସାହସକୁ ପ୍ରଶଂସା କରିଥିଲେ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top