ଖୋଲମ ଖୋଲାଭାବେ ବିକ୍ରୀ ହେଉଛି ଟିଡ଼ି ଓ କୋରେକ୍ସ

ପୁରୀ:୨୯/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ସହରରେ ବିଭିନ୍ନ ଅଂଚଳରେ ଖୋଲାଖୋଲି ଭାବେ ଟିଡ଼ି ସିଗାରେଟ (ଗଜେଇ ଯୁକ୍ତ ସିଗାରେଟ) ସହରର ପ୍ରମୁଖ ସ୍ଥାନ ହରଚଣ୍ଡି ସାହି, ତିଆଡ଼ି ସାହି, ବଳିଆ ପଣ୍ଡା, ମାର୍କେଟ ଛକ, ଜିଲ୍ଲାସ୍କୁଲ ନିକଟ ଟେସନ୍ ବଜାର, ମୋଚିସାହି ଓ ସମୁଦ୍ରକୂଳ ଅଂଚଳରେ ଥିବା ଖୋଲାଖୋଲି ଭାବେ ଗଜେଇ ଯୁକ୍ତ ସିଗାରେଟ ଖଣ୍ଡକୁ ୮ ଟଙ୍କାରୁ ୧୫ ଟଙ୍କା ଦରରେ ବ୍ରିକୀ ହେଉଥିବାର ଦେଖାଯାଏ। ଅରବାନ୍ ହାଟ ଗଳିରେ କୋରେକ୍ସ ବିକ୍ରି ହେଉଥିଲେ ମଧ୍ୟ ଅବକାରୀ ପୁଲିସ ବିଭାଗ ସମ୍ପୂର୍ଣ୍ଣ ନିରବ ଦ୍ରଷ୍ଠା ସାଜିଛନ୍ତି।

Leave a Reply

Your email address will not be published. Required fields are marked *