ଓଡ଼ିଶା

ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ବଲାଙ୍ଗିର ଜିଲ୍ଲାରେ ୧୭୨ ଟି ମୌଜାର ସରକାରୀ ଜମିକୁ ରେଳ ମନ୍ତ୍ରଣାଳୟକୁ ହସ୍ତାନ୍ତର କରାଯିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର ୨୩-୬ (ଓଡ଼ିଆ ପୁଅ) ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପର ଦଶପଲ୍ଲା-ବଲାଙ୍ଗୀର ଅଂଶବିଶେଷର ନିର୍ମାଣ ନିମନ୍ତେ ନୟାଗଡ, ବୌଦ୍ଧ, ସୁବର୍ଣ୍ଣପୁର ଓ ବଲାଙ୍ଗିର ଜିଲ୍ଲାରେ ୧୭୨ ଟି ମୌଜାର ଏ ୮୮୧.୭୪୫ ଟି ପରିମିତ ସରକାରୀ ଜମିକୁ ବିନା ପ୍ରିମିୟମ (ଅଧିମୁଲ୍ୟ)ଆନୁଷଙ୍ଗିକ ଦେୟ ଓ ବିନା ପୁଞ୍ଜୀକୃତ ମୂଲ୍ୟରେ ରେଳ ମନ୍ତ୍ରଣାଳୟ, ଭାରତ ସରକାରଙ୍କୁ ହସ୍ତାନ୍ତର କରାଯିବା ପାଇଁ ନିଷ୍ପତ୍ତି ହୋଇଅଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top