ଜିଲ୍ଲା ପରିକ୍ରମା

ଖଡିଆଳ ମହୋସôବ ଅବସରରେ ବହୁଭାଷୀ କବି ସମ୍ମିଳନୀ

ଖଡିଆଳ/ନୂଆପଡା-୮.୦୨.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ଖଡିଆଳ ମହୋସôବ ଅବସରରେ ବହୁଭାଷୀ କବି ସମ୍ମିଳନୀ ଖଡିଆଳ ସାଂସ୍କୃତିକ ଅନୁଷ୍ଠାନ ପରିସରରେ ବହୁଭାଷୀ କବି ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି । ଖଡିଆଳ ମହୋସôବ ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକ ସମ୍ମିଳନୀଙ୍କୁ ଉଦ୍ଘାଟନ କରିଥିଲେ । ପରେ କିବ ବଳଭଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସମ୍ମିଳନୀରେ ମେଜର ଡଃ. ରାମଚନ୍ଦ୍ର ମିଶ୍ର ମୁଖ୍ୟଅତିଥି ଏବଂ ସମ୍ମାନିତ ଅତିଥିଭବରେ କବି ନୀଳଲୋହିତ ସିଂହ ଦେଓ , ଇରଫାନ ମହମ୍ମଦ ଯୋଗଦାନ କରିଥିଲେ । ଆବାହକ ନୁର ମହମ୍ମଦ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କବି ଗୈରାଙ୍ଗ କୁମାର ସାହୁ, କବୟିତ୍ରୀ ପ୍ରୀୟଙ୍କା ପ୍ରୀୟଦର୍ଶିନୀ ମୁଣ୍ଡ ଓ କବିୟିତ୍ରୀ ମନୋରମ ରଥ କବିତା ଗୁଡିକୁ ସଂଯୋଜନା କରିଥିଲେ । ମହୋସôବର ସଦସ୍ୟ ଗୋବିନ୍ଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିବା ବେଲେ ସଦସ୍ୟ ପିୟୁଷ ରଂଜନ ପଣ୍ଡା ଏବଂ ରୋଶନ ପଣ୍ଡା ମାନପତ୍ର ପ୍ରଦାନ କାର୍ଯ୍ୟକ୍ରମ ପରି•ଳନା କରିଥିଲେ ଏହି ଅବସରରେ ଅରୁଣ ଜ୍ୟୋତି ଶର୍ମା , ଅର୍ଜୁନ ଛତ୍ରିଆ, ବିପିନ ବିହାରି ସାହୁ, ସତ୍ୟନାରୟଣ ମିଶ୍ର, ବିଭୂତି ଭୂଷଣ ବିଶି, ଲଚ୍ଛମନ ବାରିକ, ଶରତ ଚନ୍ଦ୍ର ବାରିକ, ଆଲୋକ କୁମାର ରଥ, ବୈ÷କୁଣ୍ଠ ମେହେର, ଲଳିତ କୁମାରୀ ସନାରୀ, ଚତୁର୍ଭୁଜ ସିଂ ଦେଓ, ଗଣପତି ବାଗ, ଝରାମଣି ଦେଇ, ସଂଗ୍ରମ ସିଂ ଠାକୁର, ବ୍ରଜମୋହନ ମେହେର, ଅଶ୍ୱିନୀ ଦାଶ, ବିଷ୍ଣୁ ସାହୁ ପ୍ରମୁଖ ସହେଯୋଗ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top