କ୍ୟାନସର ପିଡିତ ସହାୟତା ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ

କେନ୍ଦ୍ରାପଡା ୧୪/୧୧– ( ଓଡିଆ ପୁଅ / ଚିତ୍ତରଞ୍ଜନ ଦାସ ) – ଜଣେ କ୍ୟାନସର ପିଡିତ ଆଜି ନିଜର ଚିକିସ୍ôା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ନିବେଦନ କରିଛନ୍ତି । ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ କଣ୍ଡିଆହାଟ ଗ୍ରାମର ରାମଚନ୍ଦ୍ର ସାହୁଙ୍କ ପୁଅ ଦିନମଜୁରିଆ ଭଗବାନ ସାହୁ ଆଜି ପନ୍ôିଙ୍କ ସହିତ ଆସି ଅତିରିକ୍ତ ଜିଲ୍ଲାପାଳ ଧନଞ୍ଜୟ ସ୍ୱାଇଁଙ୍କୁ ଭେଟି ତାଙ୍କର ଆବଶ୍ୟକ ଚିକିସ୍ôା ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ସେହି ଦରଖାସ୍ତ ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଲା ଜରୁରୀ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *