ଖେଳ

କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ୟାପିତ

ଖଇରା/ ବାଲେଶ୍ୱର, ୦୨/୦୧/୨୦୧୮(ଓଡ଼ିଆ ପୁଅ/ ନରେନ୍ଦ୍ର ବେହେରା)- ବାଲେଶ୍ୱର ଜିଲ୍ଲା ଖଇରା ପଞ୍ଚାୟତ ବଣପାରିଆ ଗାଁର ଜଳେଶ୍ୱର କ୍ରିକେଟ ପଡିଆରେ ବଣପାରିଆ କ୍ଲବ ଆନୁକୁଲ୍ୟରେ ଦୀର୍ଘ ୪ ଦିନ ଧରି ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟଆଜି ଉଦ୍ୟାପିତ ହୋଇଯାଇଛି। ଏଥିରେ କାକୁଡିଆ ଏକାଦଶ ଚମ୍ପିଅନ ହୋଇଥିବାବେଳେ ସୁନ୍ଦରପୁର ଏକାଦଶ ରନର୍ସଅପ୍ ହୋଇଥିଲା। ଦିବସ ବ୍ୟାପି ଖେଳକୁ ଅମମ୍ପେଆର ତାପସ ଜେନା, ବଳରାମ ବେହେରା, ପପୁନ ବେହେରା, ରାଧାକାନ୍ତ, ସେଠୀ, ପରିଚାଳନା କରିଥିଲୋ ଏଥିରେ  ପ୍ରଦିପ, ଗଣେଶଷ, ବିଶ୍ୱଜିତ, ରଶି୍ମରଞ୍ଜନ, ବାୟା, ପବନ, ଜନ୍ମେଜୟ, ବସନ୍ତ, ସୁଦର୍ଶନ, ଆଦିତ୍ୟ, ଗଙ୍ଗାଧର, ଧନେଶ୍ୱର, ପ୍ରମୁଖ ସହେଯାଗ କରିଥିଲେ। ନଛିପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ   ରାମଚନ୍ଦ୍ର ପତ୍ରୀ ଉଭୟ ଦଳକୁ ଟ୍ରଫି ଓ କପ୍ ପ୍ରଦାନ କରିଥିବାବେଳେ ବଣପାରିଆଗ୍ରାମର ସମସ୍ତ ଗ୍ରାମବାସୀ ସହେଯାଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top